ସ
ମୋ ଦେଶର ସବୁଠୁ ବୃହତ୍ତମ ଲେଖକଗୋଷ୍ଠୀ ଦପ୍ତର କିରାଣୀ
ଏ ବାମନ ରାଜ୍ୟରେ ଜହ୍ନ ଏକ ଅପହଞ୍ଚ ସ୍ବପ୍ନ ବାଇଗଣ ଗଛକୁ ଆଙ୍କୁଡ଼ି ଲଗାଉଥିବା ଖର୍ବ ମଣିଷଙ୍କ ପାଇଁ ଉଞ୍ଚ ଉଞ୍ଚ ଆକାଶର ସମ୍ଭାବନା ନାହିଁ ଛୋଟ ମନ, ଛୋଟ ଛୋଟ ହାତଗୋଡ଼ ନେଇ ସେମାନେ ଗୋଟିଏ ଅପ୍ରସାରିତ ଜଗତରେ ବଞ୍ଚିଥାନ୍ତି
ସେମାନଙ୍କର ସୁଖ ଦୁଃଖ ସଂଘର୍ଷରେ ମଧ୍ୟ କୌଣସି ବିସ୍ତାର ନାହିଁ ଏପରିକି ଦୁର୍ଦ୍ଧଷ କାମକ୍ରୋଧମାନେ ମଧ୍ୟ ସେମାନଙ୍କର କୃପଣ ଜୀବନରେ ଅତି ଦୀନହୀନ ଭାବରେ ପ୍ରକଟିତ ହୁଅନ୍ତି କୁଣ୍ଠିତ, ସଙ୍କୁଚିତ, ଦରିଦ୍ର, ଭୟାର୍ତ୍ତ ଜୀବଗୁଡ଼ିଏ ଏମାନେ
ସ୍ପର୍ଦ୍ଧା ନାହିଁ, ବିଭବ, ବିଭୂତି କିମ୍ବା ଐଶ୍ବର୍ଯ୍ୟ କିଛି ନାହିଁ ପାଣି କେଞ୍ଚୁଆ ସାମାନ୍ୟ ବାଧା ପାଖରୁ ସାଙ୍କୁଡ଼ି ଯାଇ କୌଣସି ପ୍ରକାରେ ବଞ୍ଚିରହିବା ହିଁ ଜୀବନ ଏକୁଟିଆ ବଞ୍ଚିବାକୁ ସାମର୍ଥ୍ୟ ନ ଥିବାରୁ ମୁଁ ଏକାଠି ବଞ୍ଚେ ଏକାଠି ବଞ୍ଚିଲେ ପ୍ରେମ କରିବାକୁ ପଡ଼େ, ଘୃଣା କରିବାକୁ ପଡ଼େ କିନ୍ତୁ ମୋର ଉଦାରତା ନାହିଁ
ଏ ବାମନ ରାଜ୍ୟରେ ଜହ୍ନ ଏକ ଅପହଞ୍ଚ ସ୍ବପ୍ନ ବାଇଗଣ ଗଛକୁ ଆଙ୍କୁଡ଼ି ଲଗାଉଥିବା ଖର୍ବ ମଣିଷଙ୍କ ପାଇଁ ଉଞ୍ଚ ଉଞ୍ଚ ଆକାଶର ସମ୍ଭାବନା ନାହିଁ ଛୋଟ ମନ, ଛୋଟ ଛୋଟ ହାତଗୋଡ଼ ନେଇ ସେମାନେ ଗୋଟିଏ ଅପ୍ରସାରିତ ଜଗତରେ ବଞ୍ଚିଥାନ୍ତି ସେମାନଙ୍କର ସୁଖ ଦୁଃଖ ସଂଘର୍ଷରେ ମଧ୍ୟ କୌଣସି ବିସ୍ତାର ନାହିଁ ଏପରିକି ଦୁର୍ଦ୍ଧଷ କାମକ୍ରୋଧମାନେ ମଧ୍ୟ ସେମାନଙ୍କର କୃପଣ ଜୀବନରେ ଅତି ଦୀନହୀନ ଭାବରେ ପ୍ରକଟିତ ହୁଅନ୍ତି କୁଣ୍ଠିତ, ସଙ୍କୁଚିତ, ଦରିଦ୍ର, ଭୟାର୍ତ୍ତ ଜୀବଗୁଡ଼ିଏ ଏମାନେ ସ୍ପର୍ଦ୍ଧା ନାହିଁ, ବିଭବ, ବିଭୂତି କିମ୍ବା ଐଶ୍ବର୍ଯ୍ୟ କିଛି ନାହିଁ ପାଣି କେଞ୍ଚୁଆ ସାମାନ୍ୟ ବାଧା ପାଖରୁ ସାଙ୍କୁଡ଼ି ଯାଇ କୌଣସି ପ୍ରକାରେ ବଞ୍ଚିରହିବା ହିଁ ଜୀବନ
Family Name | Akhand Odia |
---|---|
Designer(s) | Jyotish Sonowal |
Release Date | March 22, 2018 |
Available Style | Extralight, Light, Semilight, Regular, Semibold, Bold, Extrabold, Black |
Classification | Sans |
Supported Languages | Odia |